ଉଦ୍ଧାର ହେଲେ ୧୭ ଜଣ ନାବାଳିକା ଓ ୪ ନାବାଳକ

 ଅର୍ଗସ ବ୍ୟୁରୋ : କୋରାପୁଟରୁ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ୧୭ ଜଣ ନାବାଳିକା ଓ ୪ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଦାମନଯୋଡ଼ି ଛକରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଏମାନଙ୍କୁ ଉଦ୍ଧାର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୩ ଦଲାଲଙ୍କୁ ଅଟକ ରଖି ସେମିଳିଗୁଡ଼ା ପୋଲିସ ତଦନ୍ତ କରୁଛି । ଗତକାଲି ରାତିରେ ନାଲକୋ ଛକରେ ଆନ୍ଧ୍ର ଯିବା ପାଇଁ ଅପେକ୍ଷା କରିଥିଲେ  ଶିଶୁ ଶ୍ରମିକ ମାନେ । ନାରାୟଣପାଟଣା, କାକିରିଗୁମା ଅଞ୍ଚଳରୁ ଏମାନଙ୍କୁ 3 ଜଣ ଆନ୍ଧ୍ର ବେପାରୀ ଆଣିଥିବା ସୂଚନା ମିଳିଛି ।

Post a Comment (0)
Previous Post Next Post