ଅର୍ଗସ ବ୍ୟୁରୋ: ମେଣ୍ଢା ପାଇଁ ପଡିରହିଲା ମୃତଦେହ । ମେଣ୍ଢା ଦାନ ନ ଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଶମାଖୁଣ୍ଟା ବ୍ଲକ୍ ଜୟବିଲା ଗ୍ରାମରେ। ଡାକ୍ତର ସିଂଙ୍କ ସମବରୀ ସିଂ ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ପୂର୍ବରୁ କୌଣସି ଘଟଣା ପାଇଁ ଗ୍ରାମବାସୀଙ୍କୁ ମେଣ୍ଢା ଜୋରିମାନା ଦେବା କଥା କହିଥିଲେ । କିନ୍ତୁ ପଂଚାୟତକୁ ମେଣ୍ଢା ନଦେବାରୁ ଶବ ସତ୍କାର ପାଇଁ ତାଙ୍କ ପିଣ୍ଡା ମାଡି ନଥିଲେ ଗ୍ରାମବାସୀ ।
