ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି

  ପୁରୀ:  ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି । ସିଂହଦ୍ବାରରେ ଭକ୍ତଙ୍କ ପ୍ରବଳ ସମାଗମ ।  ଠେଲାପେଲା,  ନିୟନ୍ତ୍ରଣ ହେଉନି ଭିଡ଼ । ବାଧ୍ୟ ହୋଇ ପଶ୍ଚିମ ଦ୍ବାର ଦେଇ ଭକ୍ତ ଯିବାକୁ ଉଦ୍ୟମ କରୁଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।



ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି,  ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post