ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

 ଅର୍ଗସ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ନିରନ୍ତର ଅବହେଳା ହେଉଥିବା ଅଭିଯୋଗ କରି ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି ।



ଅଧିକ ପଢନ୍ତୁ : ଦୁଷ୍କର୍ମ, ହତ୍ୟା ମାମଲା ଥିବା ପରେ ବି ଟିକଟ ମିଳିଲା

ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଉତ୍ତର ଭୁବନେଶ୍ବରରୁ ଟିକେଟ ପାଇଁ ଆଶୀୟୀ ଥିଲେ ପ୍ରିୟଦର୍ଶୀ । ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଜ୍ବାଇଁ ପ୍ରିୟଦର୍ଶୀ । 

Post a Comment (0)
Previous Post Next Post