ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

 ଭୁବନେଶ୍ୱର: ବିଜେଡି ଛାଡିଲେ ଅନୁଭବ ।  ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର ।  ଅନୁଭବ ମହାନ୍ତି 2019ରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ଅନେକ ଦିନରୁ ଦଳ ଭିତରେ କୋଣଠେସା ହୋଇଥିବା ନେଇ ଥିଲେ ଅସନ୍ତୁଷ୍ଟ । ପୂର୍ବରୁ ବିଜେଡି ଟିକେଟ୍ ରେ ଯାଇଥିଲେ ରାଜ୍ୟସଭା ।  ପାରିବାରକି ବିବାଦ ପରଠୁ ଦଳରୁ ଦୂରେଇ ରହିଥିଲେ ଅନୁଭବ ।  



କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ ।  ଯାଜପୁର କୋରେଇ ପୂର୍ବତନ ବିଧାୟକ ଥିଲେ ଆକାଶ ଦାସ ନାୟକ । 2014ରୁ 2019 ଯାଏ କୋରେଇର ବିଧାୟକ ଥିଲେ । ସେ ମୋ କଲେଜର ଅଧ୍ୟକ୍ଷ ମଧ୍ୟ ଥିଲେ ଆକାଶ ଦାସ ନାୟକ । ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡିଥିବା କହିଲେ ଆକାଶ । 

ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post