ଆଜିଠୁ ପେଟ୍ରୋଲର ନୂଆ ଦର , ଜାଣନ୍ତୁ କେଉଁ ସହରରେ କେତେ ?

 ନୂଆଦିଲ୍ଲୀ: ଜାରି ହୋଇଛି ପେଟ୍ରୋଲ ଏବଂ ଡିଜେଲର  ନୂଆ ଦର। ଟାଙ୍କି ଫୁଲ ହେବା ପୂର୍ବରୁ  ଜାଣି ରଖନ୍ତୁ  ଏହି ନୂଆ   ଦର ବିଷୟରେ ।  ଆଜିଠୁ  ଅର୍ଥାତ ୨୮ରୁ ଲାଗୁ  ହୋଇଛି ନୂଆ ଦର।  ଦେଶରେ ପ୍ରତ୍ୟେକ ଦିନ  ସକାଳ ୬ଟାରୁ ପେଟ୍ରୋଲ-ଡିଜେଲ ର ତାଜା ରେଟ୍‌ ଜାରି କରାଯାଇଥାଏ। ଆଜି ସକାଳୁ ମଧ୍ୟ ତାଜା ଦର ଅପଡେଟ୍‌ ହୋଇସାରିଛି। 



 

ମହାନଗରରେ ପେଟ୍ରୋଲ- ଡିଜେଲ ଦର
 ଦିଲ୍ଲୀରେ  ପେଟ୍ରୋଲ ଦର ୯୪.୭୬ ଟଙ୍କା ଏବଂ ଡିଜେଲ  ଦର ୮୭.୬୬ ଟଙ୍କା ପ୍ରତି ଲିଟର ପ୍ରତି। ସେହିପରି  ମୁମ୍ବାଇରେ ପେଟ୍ରୋଲ  ଦର ୧୦୪.୧୯ ଟଙ୍କା  ଏବଂ ଡିଜେଲ ୯୨.୧୩ ଟଙ୍କା ପ୍ରତି ଲିଟର ପିଛା।  କୋଲକାତାରେ ମଧ୍ୟ ପେଟ୍ରୋଲ ଦର ୧୦୩.୯୩ ଟଙ୍କା ଏବଂ ଡିଜେଲ  ୯୦.୭୪ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୦.୭୩ ଟଙ୍କା  ଏବଂ ଡିଜେଲ  ୯୨.୩୨ ଟଙ୍କା ଲିଟର ପିଛା । 

 

ଅନ୍ୟ ସହରର ପେଟ୍ରୋଲ-ଡିଜେଲର ଦର
ନୋଏଡାରେ ପେଟ୍ରୋଲ ୯୪.୮୧ ଟଙ୍କା  ଏବଂ ଡିଜେଲ   ୮୭.୯୪ ଟଙ୍କା  ପ୍ରତି ଲିଟର ପିଛା । ସେହିପରି   ଗୁରୁଗ୍ରାମରେ  ପେଟ୍ରୋଲ ୯୫.୧୮  ଟଙ୍କା ପ୍ରତି ଲିଟର ଏବଂ  ଡିଜେଲ  ୮୮.୦୩ ଟଙ୍କା ପ୍ରତି ଲିଟର ରହିଛି।  ବାଙ୍ଗାଲୁରୁରେ  ପେଟ୍ରୋଲ ୯୯.୮୨ ଟଙ୍କା  ପ୍ରତି ଲିଟର ଏବଂ ଡିଜେଲ ୮୫.୯୨ ଟଙ୍କା ପ୍ରତି ଲିଟର ରହିଛି।  ସେହିପରି ଚଢିଗଡରେ  ପେଟ୍ରୋଲ ୧୦୭.୩୯ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୦.୩୪ ଟଙ୍କା ପ୍ରତି ଲିଟର ପିଛା ରହିଛି। 

ଅଧିକ ପଢନ୍ତୁ  ଭାରତ ଖବର 

Post a Comment (0)
Previous Post Next Post