୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା "ଜୟ ମହାଭାରତ ପାର୍ଟି "

 ଭୁବନେଶ୍ବର : ଚଳିତ ନିର୍ବାଚନ ରେ ଓଡିଶା ରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଲଢ଼ିବ "ଜୟ ମହାଭାରତ ପାର୍ଟି "।  ଏହା ସହ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପାର୍ଟି।  ଭୁବନେଶ୍ୱର ନୂଆ ଜାତୀୟ ଦଳ " ଜୟ ମହାଭାରତ ପାର୍ଟି " ଓଡିଶା ରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପାର୍ଥୀ ଦେବାର ଘୋଷଣା କରିଛି.।



ଅଧିକ ପଢନ୍ତୁ ରାଜନୀତି ଖବର

ପାର୍ଟିର ଜାତୀୟ ପ୍ରତିଷ୍ଠାତା ଭଗବାନ ଶ୍ରୀ ଅନନ୍ତବିଷ୍ଣୁ ଭୁବନେଶ୍ୱର ଜାଗମରାରେ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି। 

Post a Comment (0)
Previous Post Next Post