କୋର୍ଟ କହିଲେ ସିନ୍ଦୂର ପିନ୍ଧିବା ବାଧ୍ୟତାମୂଳକ !

 ନୂଆଦିଲ୍ଲୀ: ସିନ୍ଦୂର... ବିବାହିତା ନାରୀର ଆଭୁଷଣ । ହିନ୍ଦୁ ଧର୍ମନାସୁରେ ସ୍ତ୍ରୀର ମଥାର ସିନ୍ଦୂର ସ୍ୱାମୀର ଆୟୂଷ ବଢାଇଥାଏ । କିନ୍ତୁ ଏବେ ଅଧିକାଂଶ ସ୍ତ୍ରୀମାନେ ସିନ୍ଦୁର ଲଗାଇବାକୁ ପସନ୍ଦ କରୁନାହନ୍ତି । ହେଲେ ଏବେ ଆଉ ସେମିତି ଚଳିବନି । କାରଣ ବାହା ହେବା ମାନେ ସିନ୍ଦୂର ପିନ୍ଧିବା ବାଧ୍ୟତାମୂଳକ କହିଛନ୍ତି କୋର୍ଟ ।




ବିବାହିତା ସ୍ତ୍ରୀ ସିନ୍ଦୁର ନଲଗାଇବା ସ୍ୱାମୀ ପ୍ରତି ଏକ କ୍ରୁରତା ବୋଲି କହିଛନ୍ତି  ଇନ୍ଦୋର ପ୍ୟାମିଲି କୋର୍ଟ। ସ୍ୱାମୀଠାରୁ ଅଲଗା ରହୁଥିବା ସ୍ତ୍ରୀ ମାନେ ମଧ୍ୟ ସିନ୍ଦୁର ଲଗାଇବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ବିବାହିତା ହେବାର ସିନ୍ଦୁର ହେଉଛି ଏକପ୍ରମାଣ । ଏ ପ୍ରମାଣ,  ଏ ଆଭୁଷଣକୁ ନଷ୍ଟ ହେବାକୁ ଦିଅନ୍ତୁନି । 

ଅଧିକ ପଢନ୍ତୁ ଭାରତ ଖବର 

Post a Comment (0)
Previous Post Next Post