୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

 ଅର୍ଗସ ବ୍ୟୁରୋ :  ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ । ଆରବ ସାଗରରେ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ । ସୋମାଲିଆ ଲୁଟେରାଙ୍କ କବଳରୁ ପାକିସ୍ତାନୀଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନାଙ୍କ ପାଖରେ ଆତ୍ମସମର୍ପଣ କଲେ ଲୁଟେରା । ମତ୍ସ୍ୟଜୀବୀଙ୍କ ଜାହାଜରେ ଥିଲେ ଲୁଟେରା ।



ଅଧିକ ପଢନ୍ତୁ ଭାରତ ଖବର

ଇରାନ ଜାହାଜକୁ ମଧ୍ୟ ଉଦ୍ଧାର କଲା ଭାରତ । ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ପାକ୍ ନାଗରିକ ।

Post a Comment (0)
Previous Post Next Post