41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର:  ଜଳୁଛି ଓଡିଶା । ଝାରସୁଗୁଡା ଓ କେନ୍ଦୁଝରରେ ରେକର୍ଡ ତାପମାତ୍ରା । 41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର 40.7 ଡିଗ୍ରୀ, ବାଲେଶ୍ୱର 40.1 ଡିଗ୍ରୀ, ରାଉଉକେଲା 39.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।



କ୍ରମାଗତ  ଭାବେ  ୭ ଦିନ  ହେବ  ଗ୍ରୀଷ୍ମ  ଲହରି  ରାଜ୍ୟରେ  ଜାରି ହୋଇଥିବାବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆଶ୍ୱସ୍ତି । ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । 

ପ୍ରଚଣ୍ଡ ରୌଦ୍ରତାପ ସହ ଆକାଶରୁ ଅଗ୍ନିଵର୍ଷା

Post a Comment (0)
Previous Post Next Post