ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ାଉ, ୧୩ଟି ମୋଟର ସାଇକେଲ ଜବତ

 ଅର୍ଗସ ବ୍ୟୁରୋ:  ଦିନକୁ ଦିନ ବଢ଼ୁଛି ଲୁଟେରାଙ୍କ ରାଜ।  ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ନିକଟରେ ପ୍ଲlଇଙ୍ଗ ସ୍କ୍ବାର୍ଡ ଓ ଜିଏସଟି ମିଳିତ ଚଢାଉ କରି ଗୋଟିଏ ଆଇଚର୍ 407 ଗାଡ଼ି ଓ ୧୩ଟି ମୋଟର ସାଇକେଲ ଜବତ କରିଛି। ବାଇକ ଗୁଡିକର କୌଣସି କାଗଜପତ୍ର ନାହିଁ । ବାଇକ ଗୁଡିକ କିଏ ଆଣୁଥିଲା ସେ ନେଇ ତଦନ୍ତ ଜାରି ରହିଛି । ରାଉରକେଲାରୁ ବଡବିଲ ଅଭିମୁଖେ ସେ ବାଇକ ଗୁଡିକୁ ନିଆଯାଉଥିଲା । ଏହାସହ ଅଧିକ ତଦନ୍ତ ଜାରି ରହିଛି।



ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post