ସମ୍ୱଲପୁର ବିଜେଡିକୁ ବଡ ଝଟକା, ଦଳ ଛାଡିଲେ ମୋତିଲାଲ୍‌ ଓ ରୀନା

 ଅର୍ଗସ ବ୍ୟୁରୋ: ସମ୍ୱଲପୁର ବିଜେଡିକୁ ବଡ ଝଟକା। ବିଜେଡି ଛାଡିଲେ ମୋତିଲାଲ୍‌ ତନ୍ତି ଓ ରୀନା ତନ୍ତି। ଦଳ ଛାଡିଲେ ଇଞ୍ଜିନିୟର ରୀନର ତନ୍ତି ଓ ମୋତିଲାଲ୍‌ ତନ୍ତି।



୨୦୧୯ରେ ରେଙ୍ଗାଲୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ରୀନା।  ମୋତିଲାଲ୍‌ ତନ୍ତି ବିଜେଡି SC ସେଲର ସଭାପତି ଥିଲେ । ଉଭୟ ଦଳର ପ୍ରାଇମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

କିଛି ଦିନ ପୂର୍ବରୁ ରାସେଶ୍ବରୀ ପାଣିଗ୍ରାହୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଦଳର ସ୍ଥିତି ଠିକ୍ ନ ଥିବା ସହିତ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଥିଲେ। ତାଙ୍କ ସହିତ ତାଙ୍କର ସମସ୍ତ କର୍ମୀ ମାନେ ମଧ୍ୟ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post