ଶିମିଳିପାଳ: ଗୋଟିଏ ପରେ ଗୋଟିଏ ଅଂଚଳକୁ ବ୍ୟାପିବାର ଲାଗିଛି ନିଆଁ

 ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ରେ ଲାଗିଛି ନିଆଁ । ଗୋଟିଏ ପରେ ଗୋଟିଏ ଅଂଚଳକୁ ନିଆଁ  ବ୍ୟାପିବାର ଲାଗିଛି । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ନିଆଁ ଲାଗିଛି । ତାଳବନ୍ଦ ଓ ଡୁକୁରା ରେଂଜରେ ଅଧିକ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। କିନ୍ତୁ ନିଆଁର ମାତ୍ରା ଏତେ ଅଧିକ ରହିଛି ଏହା ଗୋଟିଏ ପରେ ଅଂଚଳକୁ ବ୍ୟାପୁଛି ।



ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Post a Comment (0)
Previous Post Next Post