ଝାରସୁଗୁଡ଼ା : ଝାରସୁଗୁଡ଼ା ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରର ଲଖନପୁର ବ୍ଲକ ଶରଧା ଘାଟରୁ ଅଳ୍ପ ଦୂରରେ ଏକ ଯାତ୍ରୀବାହୀ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
କିଛିଜଣ ପାଣିରେ ପହଁରି ଆସିବାରେ ସଫଳ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀମା ଏବଂ ମାଛ ମାରିବା ପାଇଁ ଜଳଭଣ୍ଡାରରେ ଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେପଟେ, ଡଙ୍ଗାରେ କୌଣସି ପ୍ରକାର ସୁରକ୍ଷା ନିୟମର ପାଳନ କରାଯାଇନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
