ପ୍ରସୂତି ବିଭାଗରେ ନବଜାତ ଶିଶୁପୁତ୍ର ଚୋରି

 ବାଲେଶ୍ବର : ବାଲେଶ୍ବର ମୁଖ୍ୟଚିକିତ୍ସାଳୟର ପ୍ରସୂତି ବିଭାଗରେ ନବଜାତ ଶିଶୁପୁତ୍ର ଚୋରି।  ୭ଦିନର ଶିଶୁ ପୁତ୍ର ଚୋରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକ ପତ୍ନୀ ଜିଲ୍ଲା ମେଡିକାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।



ଜଣ୍ଡିସ୍ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତି ବିଭାଗର ବେଡ୍ ରୁ  ନବଜାତ ଶିଶୁ ପତ୍ରକୁ କେହି ଚୋରି କରିନେଇଯାଇଛି। ମେଡିକାଲ ମୁଖ୍ୟ ଚିକିତ୍ସାଳୟରେ ସଦର ଏସଡିପିଓ ଗାୟତ୍ରୀ ନାୟକ ପହଞ୍ଚି ତଦନ୍ତ କରୁଥିବା ବେଳେ ଉକ୍ତ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ। 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post