ପ୍ରକାଶ ପାଇଲା ଜେଇଇ (JEE) ମେନ୍ ପରୀକ୍ଷାଫଳ

 ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ (JEE) ମେନ୍ ପରୀକ୍ଷାଫଳ । ଏନଟିଏ ପକ୍ଷରୁ ପରୀକ୍ଷାଫଳ ଘୋଷଣା କରାଯାଇଛି  । ଟପ୍ପର ତାଲିକାରେ ୫୬ ଜଣ ପରକ୍ଷାର୍ଥୀ ରହିଛନ୍ତି । ହାସଲ କଲେ ୧୦୦ ପର୍ସେଣ୍ଟାଇଲ ଏନଟିଏ ସ୍କୋର ।  ଓଡିଶା ଟପ୍ପର ହୋଇଛନ୍ତି ଅନ୍ବେଷ ଶୁଭମ ପ୍ରଧାନ ।

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

JEE ଆଡଭାନ୍ସ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୱେବସାଇଟ Jeemain.nta.ac.inରେ ରେଜଲ୍ଟ ଉପଲବ୍ଧ ଅଛି । 


Post a Comment (0)
Previous Post Next Post