UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

 ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସି ରେଜଲ୍ଟ । ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଓଡିଆ ପୂଅ ଅନିମେଶ ପ୍ରଧାନ । ତୃତୀୟ ରାଙ୍କରେ ରହିଛନ୍ତି ଡି. ଅନନ୍ୟା ରେଡ୍ଡୀ । ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆର୍ଥିକ ପଛୁଆ ବର୍ଗରେ ୧୧୫ ଜଣ ରହିଛନ୍ତି ।



ଅଧିକ ପଢନ୍ତୁ ଭାରତ ଖବର

ସାଧାରଣ ବର୍ଗରେ ୩୪୭ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Post a Comment (0)
Previous Post Next Post