ଷ୍ଟେସନପଡ଼ାରେ ଘରକୁ ଘର ବୁଲି BJP ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ


 

ଅର୍ଗସ ବ୍ୟୁରୋ: ଡୋର ଟୁ ଡୋର କ୍ୟାମ୍ପେନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଷ୍ଟେସନପଡ଼ାରେ ଘରକୁ ଘର ବୁଲି BJP ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ର ମନ୍ତ୍ରୀ। ଡୋର ଟୁ ଡୋର କ୍ୟାମ୍ପେନ ପରେ ସମ୍ବଲପୁର ଷ୍ଟେସନପଡ଼ାରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସମ୍ବଲପୁରର BJP ବିଧାନ ସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଅଛନ୍ତି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ହଜାର ହଜାର ସଂଖ୍ୟାରେ BJP କର୍ମୀ। ଭୋଟରଙ୍କ ପାଖକୁ ଯାଇ ବିଜେପି ଯେଉଁ ମୁଦ୍ଦା ରଖିଛି ତାକୁ କିପରି ଜିତିଲା ପରେ ଲୋକଙ୍କ ପାଇଁ କାମ କରିବ ସେନେଇ ପ୍ରତିବଦ୍ଧ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post