ମୋଟା ପଣ କମାଇଵା ପାଇଁ ଏହା କରନ୍ତୁ

 ଅର୍ଗସ ବ୍ୟୁରୋ: ଆଜିକାଲର ଲୋକ ମାନଙ୍କର ସବୁଠୁ ଵଡ ଅସୁବିଧା ମୋଟା ପଣ ଯାହାକି ସମସ୍ତଙ୍କ ପାଖରେ ଦେଖାଯାଇଥାଏ ।ବର୍ତ୍ତମାନର ଖାଇବା ପିଇବା ଏପଟ ଯୋଗୁଁ ମୋଟାପଣ ଵଢିଥାଏ ।ତେବେ ମୋଟା ପଣ କମାଇଵା ପାଇଁ ଏହି ଏହି କାମ କରନ୍ତୁ ।ଯଦି ଆପଣ ମୋଟା ପଣ କମ କରିଵାକୁ ଚାହୁଁଛନ୍ତି ତେବେ ଉତ୍ତମ ଖାଇଵା ପିଇଵା କରିଵା ଆଵଶ୍ୟକ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ । 



ପ୍ରତେକ ଦିନ କିଛି ପ୍ରକୃତିକ ଜିନିଷ ମିଶାଇ ଏକ ହର୍ବାଲ ଚା ପ୍ରସ୍ତୁତ କରି ଏହାକୁ ପିଅନ୍ତୁ । ଏହାକୁ ପିଇଵା ଦ୍ଵାରା  ପେଟର ର୍ଚବି ଅଶଂ  କମିଥାଏ । ଖାଲି ସେତିକି ନୁହେଁ ଏହି ଚା କୁ ନିୟମିତ ପିଇହା ଦ୍ଵାରା କାହିଁ କେତେ ରୋଗରୁ ମୁକ୍ତି ମିଳିଥାଏ । 

ଗ୍ରୀନ ଟି :-
ଡାକ୍ତରଙ୍କ କହିଵା ଅନୁସାରେ ଗ୍ରୀନ ଟି ପ୍ରତେକ ଦିନ ସକାଳେ ଖାଲି ପେଟରେ ପିଇବା ଦ୍ଵାରା ମୋଟା ପଣ କମିବାରେ ଲାଗିଥାଏ । 

ଡାଲଚିନି :-
ଡାଲଚିନି ଏମିତି ଏକ ଜିନିଷ ଯାହା ଅତି ସହଜରେ ଯେତେ ପୁରୁଣା ଚର୍ଵକୁ କମାଇଥାଏ । ଏହାକୁ ପ୍ରତିଦିନ ଖାଇଵା ଦ୍ଵାରା ମୋଟା ପଣ ଅତି ସହଜରେ କମିଥାଏ । 

ଜିରା :-
ଏହାକୁ ଆପଣ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ପିଇଲେ ବହୁତ ଫାଇଦା ମିଳିଥାଏ । ପ୍ରତିଦିନ ପିଇଵା ଦ୍ଵାରା ମୋଟା ପଣ କମିବାରେ ଲାଗିଥାଏ ।ଖାଲି ଜିରା ନୁହେଁ ଜୁଆଣି ମଧ୍ୟ ଅନେକ ଫାଇଦା ମିଳିଥାଏ । 

Post a Comment (0)
Previous Post Next Post