ରୁଟି, ସନ୍ତୁଳା ସହ ଡାଲମା ଖାଇଲେ ପ୍ରଧାନମନ୍ତ୍ରୀ

 


ଭୁବନେଶ୍ୱର:  ଓଡିଆ ଖାଇବା ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ଭୁବନେଶ୍ୱରରେ ରୋଡ ସୋ ପରେ ରାଜଭବନରେ ସମ୍ପୂର୍ଣ୍ଣ ଓଡିଆ ଖାଇବା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି । ରାତିରେ ମୋଦିଙ୍କ ମେନୁରେ ଥିଲା ରୁଟି, ସନ୍ତୁଳା ସହ ଡାଲମା, ଛତୁବରା ଓ କଡି । 

ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି?

ସକାଳ ଜଳଖିଆ ପାଇଁ ମୋଦିଙ୍କ ପାଇଁ ମେ ଫେୟାରରୁ ରାଜଭବନକୁ ଆସିଲା ସକାଳ ଜଳଖିଆ । ଏଥିରେ ଥିଲା ଗୁଜରାଟୀ ମେଥି ଥେପଲା, ଦୋସା, ଚକୁଳି, ଘୁଗୁନି, ଚଟଣୀ ଓ ପୋହା । ଏହାପରେ ପ୍ରଧାନମନ୍ତ୍ରୀଙକୁ ଫଳ ଜୁସ୍ ପରସା ଯାଇଥିଲା ।  ପ୍ରଧାନମନ୍ତ୍ରୀଙ୍କ ପାଇଁ ଖାଦ୍ୟ ତିଆରି କରିଥିଲେ ଏକ ସ୍ପେସାଲ୍ ଟିମ୍ । 

"କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ"- ପ୍ରଧାନମନ୍ତ୍ରୀ ମୋଦି

Post a Comment (0)
Previous Post Next Post