ବାଘଛାଲ ଡିଲ ବେଳେ ଧରିଲା ବନବିଭାଗ, ବାଘଛାଲ ଜବତ ସହ ୫ ଅଭିଯୁକ୍ତ ଗିରଫ



 ଅର୍ଗସ ବ୍ୟୁରୋ:  ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ହରିପୁର ଗାଁଠାରେ ବାଘଛାଲ ଡିଲ ବେଳେ ମାଡି ବସିଲା ଖଡ଼ିଆଳ ବନବିଭାଗ l କଲରାପତରିଆ ବାଘଛାଲ ଜବତ ସହ 5 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ସୂଚନା l ଏହାସହ 2ଟି ମୋଟର ସାଇକଲ ଏବଂ 5ଟି ମୋବାଇଲ ଫୋନ ମଧ୍ୟ ଜବତ ଜବତ ହୋଇଛି l 5 ଅଭିଯୁକ୍ତ ଙ୍କ ମଧ୍ୟ ରୁ 4 ଜଣ ନୂଆପଡା ଜିଲ୍ଲା ର ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲା ରେ ହୋଇଥିବା ସୂଚନା l  ଆଉ ଦୁଇଜଣ ଅଭିଯୁକ୍ତ ଫେରାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post