ଅର୍ଗସ ବ୍ୟୁରୋ : ଆଜି ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଘାଟକୁ ଯାଇଥିଲେ । ନାମାଙ୍କନ କଲେ ପ୍ରଧାନମନ୍ତ୍ରୀ। ବାରାଣସୀରୁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ। କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା ପରେ ନାମାଙ୍କନ ପାଇଁ ଗଲେ ମୋଦି। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଲୋକସଭା ପ୍ରାର୍ଥୀ ଭାବେ ତୃତୀୟ ଥର ପାଇଁ ମୋଦିଙ୍କ ନାମାଙ୍କନ।ନାମାଙ୍କନ ପୂର୍ବରୁ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିଥିଲେ ମୋଦି।
ଅଧିକ ପଢ଼ନ୍ତୁ ଦେଶ ଖବର:
