ଅର୍ଗସ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟ ଦେଲେ ବୃଦ୍ଧ । କହିଲେ, ସ୍ୱାଧୀନତା ପରେ ମୁଁ ପ୍ରଥମ ଭୋଟ ଦେଇଥିଲି ଆଜି ଶେଷ ଭୋଟ ଦେଇଛି । ଅଣ୍ଟା ନଇଁ ଗଲାଣି ହେଲେ ଭୋଟ ଦେବା ମୋ ଅଧିକାର ।ମୁଁ ଭୋଟ ଦେଇଛି । ଆମେ ଯାହାକୁ ବାଛୁଚୁ ସେମାନେ କେମିତି ଜନ କଲ୍ୟାଣ କରନ୍ତୁ ତାହା ହିଁ ଇଛା । ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ : ମତଦାନ କେନ୍ଦ୍ରକୁ ମୋବାଇଲ ନ ନୋବାକୁ ଅନୁରୋଧ
ତେବେ ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନରେ ସବୁ ବୁଥରେ ଭୋଟ ପାଇଁ ଭିଡ ଦେଖିବାକୁ ମିଳିଛି । ସାଧାରଣ ଜନତାଠୁ ସେଲିବ୍ରିଟି ସମସ୍ତେ ଗଣତନ୍ତ୍ରର ଏହି ମତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
