ଇସ୍ତଫା ପରେ ପୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ


 

ଅର୍ଗସ ବ୍ୟୁରୋ:  ଜ୍ୟୋତିଙ୍କୁ ବୁଝାଇଦେଲା ବିଜେଡି। ଇସ୍ତଫା ପରେ ବୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ। କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ। ବାଲେଶ୍ୱର ଜିଲ୍ଲା ସଭାପତି ହେଲେ ଜ୍ୟୋତି ପାଣିଗ୍ରାହୀ। ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି। ଅଶ୍ୱିନୀ ପାତ୍ର ହେଲେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post