ଅର୍ଗସ ବ୍ୟୁରୋ: ଖରା ଗରମ ଏବଂ ଆର୍ଦ୍ରତା ଦ୍ଵାରା ଶ୍ୱାସକ୍ରିୟା ଜୋରେ କିମ୍ଵା ଧିରେ ହୋଇଥାଏ । ଯାହା ଆସ୍ତମା ରୋଗୀ ମାନଙ୍କର ଆହୁରି ଅଧିକ ଖରାପ କରିପାରେ । ଡିହାଇଡ୍ରେସନ୍ ଏବଂ ତାପମାତ୍ରା ବଢିବା ହେତୁ କଣ୍ଠ ମୋଟା ହୋଇପାରେ । ଆଜମା ରୋଗୀଙ୍କ ପାଇଁ ଏହା ପରି ଶ୍ୱାସକ୍ରିୟା କରିବା ବହୁତ କଷ୍ଟ ହୋଇଥାଏ । ଏହି ଗରମ ଏବଂ ଥଣ୍ଡା ପାଗ ଆଜମା ରୋଗୀଙ୍କୁ ଅଧିକ ଅସୁବିଧାରେ ପକାଇପାରେ ସେଥିପାଇଁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ।
ଏହି ଗରମ ଏବଂ ଥଣ୍ଡା ପାଗରେ ଅଧିକ ଦେହ ଖାରାପ ହୋଇଥାଏ । ଏହି ରୁତୁରେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ ଆସ୍ତମା ରୋଗୀଙ୍କ ପାଇଁ ଏହା ବହୁର ଖରାପ ହେଇଥାଏ ।କିନ୍ତୁ ଆସ୍ତମା ରୋଗୀ ମାନଙ୍କ ପାଇଁ ଏହା ବହୁତ ମାତାତ୍ମକ ହୋଇଥାଏ । ଏଇଥି ପାଇଁକି ଅନେକ ମାତ୍ରାରେ ପ୍ରଦୂଷିତ ବାୟୁ ଓ ଅଧିକ ଧୂଳି ହେଇଥିବା ମଧ୍ୟ ସେମାନାଙ୍କ ପାଇଁ ବିପଦ ହୋଇଥାଏ । ଏହି ସବୁ କାରଣ ପାଇଁ ଶ୍ଵାସକ୍ରିୟା କରିବାରେ ବହୁତ ଅସୁବିଧା । ଖାଲି ଏତିକି ନୁହେଁ ଏହା ଅଣନିଶ୍ଵାସୀ ଏବଂ ଗରମ ମଧ୍ୟ ସୃଷ୍ଟି କରିପାରେ । ଏହି କାରଣରୁ, କାଶ,ମୁଣ୍ଡ ବୁଲାଇବା ଏବଂ ନିଶ୍ୱାସ ପ୍ରଶ୍ୱାସ ସହିତ ଆସ୍ତମା ରୋଗର ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ। ତେବେ ଏହି ରୋଗୀ ମାନେ ଖରା ଗରମରେ ସତର୍କତା ଅବଲମ୍ଵନ କରନ୍ତୁ ।
ଆସ୍ତମା ରେଗୀ ମାନେ ବାହାରେ ଖରାରେ ବୁଲିବା ସେମାନଙ୍କ ସ୍ଵାସ୍ଥ ପ୍ରତି କୁପ୍ରଭାବ ପକାଏ । ନିଆଁ, ପାଣି ଠାରୁ ଦୂରରେ ରହିବା ଆବଶ୍ୟକ। ତାସହ ଖାଇବା ପ୍ରତି ବିଷେଶ ଧ୍ୟାନ ଦେହା ଉଚିତ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
