ଆଗାମୀ ୪ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର


 

ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ଆଗାମୀ ୪ ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ରାଜ୍ୟକୁ ପ୍ରଚାର ପାଇଁ ଆସୁଛନ୍ତି ବିଜେପିର ବଡ ବଡ ନେତା।  

ଆଉ କିଛି ସମୟ ପରେ ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ଼ ସୋ ହେବ। ଏହା ପରେ ପଦ୍ମପୁର ଓ ସୁନ୍ଦରଗଡରେ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post