ବିଜେପି କର୍ମୀଙ୍କୁ ଆକ୍ରମଣ


 

ଅର୍ଗସ ବ୍ୟୁରୋ: ବିଜେଡ଼ି ସରପଞ୍ଚଙ୍କ ଗୁଣ୍ଡାଗିରି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାକଚି ମଣ୍ଡଳ ର ୫୫ନଂ ବୁଥ ନିକଟ ରେ ବିଜେପି କର୍ମୀ ରିତେଶ କୁମାର କୁଶୱାହ ଙ୍କୁ ଆକ୍ରମଣ କଲେ ନାକଚି ଗ୍ରାମ ପଞ୍ଚାୟତ ର ସରପଞ୍ଚ ମନୋଜ ବାଘ ଓ ତାଙ୍କ ସାନ ଭାଇ ସୂର୍ଯ୍ୟ ବାଘ। ୫୫ ନଂ ବଡ଼ଡଙ୍ଗୀଆଣି ବୁଥ ସମ୍ମୁଖ ରେ ଗାଳି ଗୁଲଜ କରିବା ସହ ମାଡ ମାରି ଥିଲେ । ବୁଥ ନିକଟ ରେ  ଉତ୍ତେଜନା। ପୋଲିସ ପକ୍ଷରୁ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।ତେବେ କ'ଣ ପାଇଁ  ସୁରକ୍ଷାରେ ଏତେ ଢିଲା କରାଯାଉଛି । ପୋଲିସ ମାନଙ୍କର ଉପସ୍ଥିରେ ମଧ୍ୟ ଏହିପରି ବାରମ୍ବାର ଘଟୁଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post