ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର



 ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର । ଚାଷ ଜମିରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ । ଅଳ୍ପକେ ବର୍ତ୍ତିଲେ ୪ ଯବାନ। ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସ୍ଥିତ ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା । ତେବେ ଟେକ୍ନିକାଲ ତ୍ରୁଟି ଯୋଗୁ ପାଇଲଟ୍‌ଙ୍କୁ ଏଭଳି କରିବାକୁ ପଡିଥିବା କୁହାଯାଉଛି।

Post a Comment (0)
Previous Post Next Post