ହିନ୍ଦୋଳରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ


 

ଅର୍ଗସ ବ୍ୟୁରୋ: ହିନ୍ଦୋଳରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳର ନୂଆବଗ ପଂଚାୟତ ୧୩୬ ନଂ ବୁଥରେ ପୋଲଂ ଏଜେଣ୍ଟଙ୍କ ମୃତ୍ୟ ଘଟଛି । ହଠାତ ଅସୁସ୍ଥ ହୋଇପଡିଥିଲେ ଶୁକଦେବ ପଟ୍ଟନାୟକ । ଶୁକଦେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନଂ୧୩୬ ପୋଲିଂରେ ଘଟିଛି ଏଭଳି ଘଟଣା ।

http://ସବୁଠୁ ଅଧିକ କେନ୍ଦୁଝରରେ , ସବୁଠୁ କମ ଭୁବନେଶ୍ୱରରେ ମତଦାନ

ସୂଚନା ମୁତାବକ, ଶୁକଦେବ ସକାଳୁ ବୁଥରେ ପହଞ୍ଚିଥିଲେ । କିନ୍ତୁ ଅତ୍ୟଧିକ ଗରମ ଯୋଗୁଁ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post