ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ରାତ୍ରି ରହଣି କରିବାପରେ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନ ସମାବେଶ କରିବେ।
ପୁଣି 10 ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦି। ଭୁବନେଶ୍ବରରେ ରୋଡ଼ ସୋ ଓ ବଲାଙ୍ଗୀରରେ ଜନସଭା କାର୍ଯ୍ୟକ୍ରମ ଅଛି। ସେପଟେ ଓଡ଼ିଶା ଆସି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପି ଓଡି଼ଶା ସଂକଳ୍ପ ପତ୍ରର କରିବେ ଉନ୍ମୋଚନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
