https://argusnews.in/article/odisha/bjd-workers-terrorized-the-village-by-swinging-swords

 ନୟାଗଡ: ନିର୍ବାଚନ ପୂର୍ବରୁ ଖଣ୍ଡପଡ଼ାରେ ବୁଲିଲା ଖଣ୍ଡା । ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ବିଜେଡି କର୍ମୀ । ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ବୁଲିଲା ଖଣ୍ଡା । ଭାପୁର ବ୍ଳକ ବିଜେଡି ଦୁଇ ଫାଳ । 2 ଗୋଷ୍ଠୀ ମଧ୍ୟରେ ବଢୁଛି ଗୋଷ୍ଠୀ କନ୍ଦଳ । ଭୋଟ ଦେବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଗାଁରେ ଟଙ୍କା ବାଣ୍ଟିଥିଲେ ।

ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ଖଣ୍ଡା ଭୁଜାଲି, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ ବିଜେଡି କର୍ମୀ। ଘଟଣାରେ ଫତେଗଡ ଥାନା ପୋଲିସ 2ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post