ପ୍ରକାଶ ପାଇଲା ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ

 ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ICSE ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ। ICSE ରେ 99.47% ଛାତ୍ରଛାତ୍ରୀ  ପାସ କରିଥିବା ବେଳେ ISC ରେ 98. 19 ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । 



ତେବେ ସାରା ଦେଶରେ ପାଖା ପାଖି ୩ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଉଭୟ ଶ୍ରେଣୀରେ ଝିଅମାନେ ପୁଅମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ |
ICSE ରେ ବାଳିକାମାନଙ୍କ ମଧ୍ୟରେ ପାସ୍ ପ୍ରତିଶତ 99.65% ଥିବାବେଳେ ପୁଅମାନଙ୍କ ପାସ ହାର ହେଉଛି 99.31%. ସେହିପରି ISC ରେ, ବାଳିକାମାନଙ୍କ ମଧ୍ୟରେ ପାସ୍ ପ୍ରତିଶତ 98.92% ରେକର୍ଡ କରାଯାଇଛି, ପୁଅମାନଙ୍କ ମଧ୍ୟରେ 97.53% ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post