ମୋ ବସ ଦୁର୍ଘଟଣା; 16 ଆହତ

 


କଟକ:  କଟକ ସଦର ଥାନା ଅଞ୍ଚଳ ନୂଆଗଡ଼ରେ ଓଲଟିଲା ମୋ ବସ । ମୋ ବସ ପଛରୁ ଧକ୍କା ଦେଲା ଟ୍ରକ୍ । ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ତେଲେଙ୍ଗାପେଣ୍ଠରେ ଘଟିଛି  ଦୁର୍ଘଟଣା । ଦୁର୍ଘଟଣାରେ 16 ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ତାଙ୍କ ମଧ୍ୟରୁ 5 ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା କରିଥିବା ଟ୍ରକ ଅଟକ ରହିଛି ।

 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post