ଭୁବନେଶ୍ୱର: ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତରବିଜେପି କର୍ମୀ ଗୁରୁତର । ଆଳି: ପୁଣି ରକ୍ତମୁଖା ବିଜେଡି କର୍ମୀ, ଗୋଡ଼ାଇ ବିଜେପି କର୍ମୀଙ୍କୁ ହାଣିଲେ । ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର ।
ସଁସିଦା ପଞ୍ଚାୟତରେ ନିର୍ବାଚନୀ ହିଂସା, ବିଜେଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ରାଜକନିକା ବ୍ଲକ ପାରିନୂଆପଡ଼ା ପଞ୍ଚାୟତରେ ମଧ୍ୟ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ।ବିଜେଡି କର୍ମୀଙ୍କ ଆକ୍ରମଣରେ 2 କଂଗ୍ରେସ କର୍ମୀ ଲହୁଲୁହାଣ, ଗାଡ଼ି ଭଙ୍ଗାରୁଜା
ଅଧିକ ପଢନ୍ତୁ ଓଡ଼ିଶା ଖବର
