ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହେଲେ ଗାୟିକା ଅଲକା ୟାଗ୍ନିକ

 

  1. କଟକ କୁଆଖିଆ ନଦୀ ପୋଲ ଉପରେ ଦୁର୍ଘଟଣା...କାରକୁ ଧକ୍କା ନେଇ ନଦୀକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ...ଦୁର୍ଘଟଣାରେ 5 ଜଣ ଆହତ ,ଜଣେ ମୃତ...କାରରେ ଥିଲେ ଏକ ଟିଭି ସିରିଏଲର କଳାକାର ଟିମ୍ 
  2. ରାଜଧାନୀରେ ମୃତ୍ୟୁର ଫାଶ ପାଲଟିଛି ମୁକୁଳା ଡ୍ରେନ… ତୁରନ୍ତ ସବୁ ଡ୍ରେନ କଭର୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ… ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ପରଖିଲେ ନଗର ଉନ୍ନୟନ ମନ୍ତ୍ରୀ
  3. ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ...ଆସନ୍ତା ସ୍ନାନଯାତ୍ରାର ଚୂଡାନ୍ତ ନୀତି ନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି 
  4. ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ...୪ ଘଣ୍ଟା ହେଲାଣି ନୀତିରେ ବିଳମ୍ବ...ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ଚାଲିଛି ବିବାଦ
  5. ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି...ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା 
  6. ଡିପଥେରିଆ ମୁକାବିଲା...ରାୟଗଡ଼ା କାଶୀପୁରରେ ଆଜିଠାରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ
  7. 21 ଜୁନ ଅନ୍ତର୍ଜାତୀୟ ଯୋଗ ଦିବସରେ ଜମ୍ମୁ-କଶ୍ମୀରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ...ଗୁରୁବାରଠାରୁ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ  ମୋଦି
  8. ଶୁଣି ପାରୁନାହାନ୍ତି ଗାୟିକା ଅଲକା ୟାଗ୍ନିକ...ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗରେ ହୋଇଛନ୍ତି ଶିକାର.. ଇନଷ୍ଟାଗ୍ରାମରେ ପୋଷ୍ଟ ସେଆର କରି ଦେଲେ ସୂଚନା
  9. ପ୍ୟାରିସ୍ ଅଲିମ୍ପିକ୍ ପୂର୍ବରୁ ଦମଦାର ଫର୍ମରେ ନିରଜ ଚୋପ୍ରା...ପାଭୋ ନର୍ମିରେ ସ୍ବର୍ଣ୍ଣ ପଦକ ହାସଲ କଲେ ନିରଜ 
  10. ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା...୨୦ ତାରିଖରୁ ବଢ଼ିବ ବର୍ଷାର ପରିମାଣ

Post a Comment (0)
Previous Post Next Post