ଖୋଲିବ ରତ୍ନଭଣ୍ଡାର: ଆଇନ ମନ୍ତ୍ରୀ


 

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ କହିଲେ ଆଇନ ମନ୍ତ୍ରୀ। ପ୍ରାରମ୍ଭିକ ଆଲୋଚନା ସରିଛି । କେବେ ଖୋଲିବ ସୂଚନା ଦିଆଯିବ ବୋଲି କହିଲେ ଆଇନ ମନ୍ତ୍ରୀ। ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଚଳିତ ଥର ମଧ୍ୟ ଲମ୍ୱା ସମୟ ଲାଗିବ। ରତ୍ନଭଣ୍ଡାର ସମ୍ପର୍କରେ ଶୀଘ୍ର ନଷ୍ପତ୍ତି ନେବେ ସରକାର । ରତ୍ନଭଣ୍ଡାର କାମ ଦୁନେ କି ଦୁଇ ଦିନେ ନୁହେଁ । ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଯେଉଁ ଅପେକ୍ଷା କରିଥିଲେ ଓଡିଶାବାସୀ। ତାହା ସାମ୍ନାକୁ ଆସିବ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post