No title



 ଅର୍ଗସ ବ୍ୟୁରୋ:ପ୍ରବଳ ବର୍ଷା ଯେଗୁଁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ୟୁନିଟ୍ 3  ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନରେ ଭାସିଗଲା ନାବାଳକ।

୮ ବର୍ଷର ନାବାଳକ ଭାସି ଯାଇଥିବା ସୂଚନା। ଲଗାଣ ବର୍ଷାରେ ପିଲାଟି ଖସି ଯାଇ ମୁକୁଳା ଡ୍ରେନ ପଡ଼ି ଯାଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାଯ୍ୟ ଜାରି ରହିଛି । 

ଅଧିକ ପଢନ୍ତୁ ଓଡିଶା ଖବର 


Post a Comment (0)
Previous Post Next Post