ରାଜଧାନୀର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ



 ଭୁବନେଶ୍ବର : ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟ । ପଟିଆ ଛକର ଏଖ ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ନିଆଁ ।

ଅଧିକ ପଢନ୍ତୁ ଓଡିଶା ଖବର

କେଉଁ ପରିସ୍ଥିତିରେ ଲାଗିଲା ନିଆଁ ତାହାର କାରଣ ଅସ୍ପଷ୍ଟ । ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରୀ ରହିଛି । 

Post a Comment (0)
Previous Post Next Post