ବିମାନବନ୍ଦରରୁ ଶପଥ ସମାରୋହ ସ୍ଥଳକୁ ଗଲେ ଶାହ

 

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ। ବିମାନବନ୍ଦରରୁ ଶପଥ ସମାରୋହ ସ୍ଥଳକୁ ଗଲେ ଶାହ। ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ।  । ରାଜ୍ୟରେ ପ୍ରଥମ  ଥର ଲାଗି ସରକାର ଗଠନ କରିବ ବିଜେପି।  ଭୁବନେଶ୍ୱରର ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ସବୁ କେନ୍ଦ୍ରମନ୍ତ୍ରୀଙ୍କର ଚାଲିଛି ଆଗମନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post