ମୋ ବସରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

 ଅର୍ଗସ ବ୍ୟୁରୋ:  ମୋ ବସରେ ନିଆଁ । ରାସ୍ତା ଉପରେ ହୁତୁହୁତୁ ହେଇ ଜଳିଗଲା ମୋ ବସ । କଟକ ସିଡିଏ ସେକ୍ଟର 9ରେ ଘଟିଛି ଘଟଣା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଛି। ଗାଡିରେ ନିଆଁ ଲାଗିବା କ୍ଷଣି ସମସ୍ତ ଯାତ୍ରୀଙ୍କୁ ବାହାରକୁ ଅଣାଯାିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 


Post a Comment (0)
Previous Post Next Post