ଛତିଶଗଡରେ ପୁଣି ଏନକାଉଣ୍ଟର, ଜଣେ ମାଓବାଦୀ ନିହତ



 ଅର୍ଗସ ବ୍ୟୁରୋ: ଛତିଶଗଡ ରେ ପୁଣି ଏନକାଉଣ୍ଟର। DRG ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଗୁଳିବିନିମୟରେ ଜଣେ ମାଓବାଦୀ ନିହତ। ଛତିଶଗଡ ଧମ୍ ତେରୀ  ଜିଲ୍ଲା ଖଲ୍ଲାରି ଥାନା ଅନ୍ତର୍ଗତ ମୁହକୋଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଘଟଣା ସ୍ଥଳରୁ ଜଣେ ମାଓାଦୀ ର ସବ ସମେତ SLR ବନ୍ଧୁକ ଓ ଅନ୍ୟ ମାଓ ସାମଗ୍ରୀ ଜବତ କରିଛି ଛତିଶଗଡ ପୋଲିସ୍ । ଏହାସହ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post