୧୬ ନମ୍ବର ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ କଲେ ଯାତ୍ରୀ



 ଭୁବନେଶ୍ବର : ୧୬ ନମ୍ବର ମୋ ବସର କଣ୍ଡକ୍ଟର ଙ୍କୁ ଆକ୍ରମଣ । ଜଣେ ଯାତ୍ରୀ ଆକ୍ରମଣ କରିଥିବା ଅଭିଯୋଗ  । ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସର ଛାନବିନ । ଆକ୍ରମଣ କରିଥିବା ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଚି ପୋଲିସ ।  ମାଷ୍ଟର କ୍ୟାଣ୍ଟିନ ରେ ମୋବସ ସବୁ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର ।

ଅଧିକ ପଢନ୍ତୁ ଓଡିଶା ଖବର

ଯେପର୍ଯ୍ୟନ୍ତ ମୋ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କୁ ସୁରକ୍ଷା ନମଃଳିଛି ସେପର୍ଯ୍ୟନ୍ତ ବସ ନଚଲାଇବାକୁ ଦାବି ରହିଛି ।  Crut ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୋବସ ର ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାରେ ଦୀର୍ଘ ସମୟ ବିତି ଯାଇଛି କିନ୍ତୁ crut ପକ୍ଷରୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।

Post a Comment (0)
Previous Post Next Post