କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ

 

ଅର୍ଗସ ବ୍ୟୁରୋ:  ଆଜିଠୁ ଆରମ୍ଭ ଯୁକ୍ତ ୨ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା । CHSE ଅଧିନସ୍ଥ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ। www.samsodisha.gov.in ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ର ଛାତ୍ରୀ। ଆଜିଠୁ ଆବେଦନ ଆରମ୍ଭ ହୋଇ ଜୁଲାଇ ୭ ତାରିଖ ଯାଏ ଚାଲିବ। ଜୁଲାଇ ୧୮ରେ ପ୍ରକାଶ ପାଇବ ମେଧା ତାଲିକା। ଜୁଲାଇ ୧୯ରୁ ୨୩ ଯାଏ ଚାଲିବ ନାମ ଲେଖା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post