ଝାଡାବାନ୍ତିରେ ଜଣେ ମୃତ, ୧୧ ଜଣ ଆକ୍ରାନ୍ତ



 ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ସାହାଣିକେରା ସାନ ରାହଡମଲ ଗାଁରେ ଝାଡାବାନ୍ତି ଆତଙ୍କ । ୨ଦିନ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ।

୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁରେ ଆଶୁ ଚିକିତ୍ସା କେନ୍ଦ୍ରକରି ସ୍ବାସ୍ଥବିଭାଗ ଲୋକଙ୍କୁ ଚିକିତ୍ସା ଯୋଗାଉଛି । ଝାଡାବାନ୍ତି ବ୍ୟାପିବାର କାରଣ ଅସ୍ପଷ୍ଟ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post