22 ରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ


 

ଅର୍ଗସ ବ୍ୟୁରୋ: ଆସନ୍ତା 22 ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଧନ୍ୟବାଦ ପ୍ରସ୍ତାବ। 23 ତାରିଖରେ ରହିଛି ଉପ ବାଚସ୍ପତି ନିର୍ବାଚନ ସଂପର୍କିତ ଘୋଷଣା ଏବଂ 24 ତାରିଖରେ ରହିଛି ବିଧାନସଭା ଉପ ବାଚସ୍ପତିଙ୍କ ନିର୍ବାଚନ। ସେହିପରି 25 ତାରିଖରେ 2024-25 ମସିହା ପାଇଁ ହେବ ବଜେଟ ଉପସ୍ଥାପନ। 29 ଓ 30 ଦୁଇ ଦିନ ବଜେଟ ଉପରେ ହେବ ସାଧାରଣ ଆଲୋଚନା। ସେପ୍ଟେମ୍ବର 13 ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବା ନେଇ ସୂଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post