ଆପଣଙ୍କ ସ୍ୱପ୍ନରେ ଆସୁଛନ୍ତି କି ଏମାନେ...?


 

ନୂଆଦିଲ୍ଲୀ:  ସ୍ୱପ୍ନ..  ଗାଢ ନିଦ୍ରାରେ ଶୋଇଗଲାପରେ  ସମସ୍ତେ ଦେଖିଥାନ୍ତି । ସ୍ୱପ୍ନରେ ଦେଖୁଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଗୁରୁତ୍ୱ ଥାଏ।  ଏପରି ସ୍ୱପ୍ନକୁ କେବେ ବି ଇଗ୍ନୋର କରିବା ଉଚିତ୍‌ ନୁହେ।  କାରଣ ଏହା ଆମକୁ  ଶୁଭ ଅଶୁଭ ଘଟଣାର ସଙ୍କେତ ଦେଇଥାଏ।  କିନ୍ତୁ ଆପଣ ଜାଣିଛନ୍ତି କିଛି ସ୍ୱପ୍ନ ଆମ  ପାଇଁ ବହୁତ ଶୁଭ ହୋଇଥାଏ।   ଆଜ୍ଞା ହଁ  ଯଦି ଆପଣ ଶୁକ୍ଲ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର କିଛି ଜିଶିଷ ସ୍ୱପ୍ନରେ ଦେଖୁଛନ୍ତି ତେବେ ତାହହ ଆପଣଙ୍କ ପାଇଁ  ବେଶ୍‌  ଶୁଭ ହୋଇଥାଏ।  ସ୍ୱପ୍ନରେ  ଯଦି ୬ଟି ଶୁକ୍ଲବର୍ଣ୍ଣର ଜିନିଷ ଦେଖୁଛନ୍ତି   ତେବେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ। ଗୁଡ୍‌ ନ୍ୟୁଜ୍‌ ମିଳିବାର   ପୂର୍ବାଭାଷ ଦେଇଥିଏ ଏହି ସ୍ୱପ୍ନ।  ଯଦି ଆମେ ସ୍ୱପ୍ନରେ  ଧଳା ପେଚା  ଦେଖୁ  ତେବେ ଏହାର ମାନେ  ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରକୁ ଆସିବେକୁ ଯଉଛି।  ଆପଣ ପ୍ରଚୁର ଟଙ୍କା ପ୍ରାପ୍ତ ହୋଇପାରେ।

 ଆୟରେ ବୃଦ୍‌ଦି ଗଟିପାରେ।  ସେହିପରି  ସ୍ୱପ୍ନରେ  ଯନି ଧଳା ହାତୀ  ଦେଖୁଛନ୍ତି ତେେବ ଆପଣଙ୍କ କୁଣ୍ଡଳୀରେ ରାଜୟୋଗ ଆରମ୍ଭ ହେବାର ସଙ୍କେତ ଦେଉଛି।  ସେହିପରି ଯଦି ସ୍୭ପ୍ନରେ ଧଳା ମିଠା  ଦେଖୁଛନ୍ତି  ତେବେ ବହୁତ ଶୀଘ୍ର  ଆପଣଙ୍କୁ  କିଛି ଗୁଡ୍‌ ନ୍ୟୁଜ ମିଳିପାରେ।  ଧଳା ମୟୁର  ଯଦି ସ୍ୱପ୍ନରେ ଦେଖାଦେଉଛି ତେବେ  ଧନ ବୈଭବ  ଏବଂ ସୁଖ ଆସିବାର ସଙ୍କେତ ଦେଉଛି। ..  ଏହାର ମାନେ ଆପଣ  ବହୁତ ଶୀଘ୍ର  ଏମ ବଡ ଉପାଧି ହାସିଲ କରିପାରନ୍ତି।  ସେହିପରି ଯଦି ସ୍ୱପ୍ନରେ ଧଳା ଘୋଡା ଦେଖାଦେଉଛି ତେବେ କ୍ୟାରୟରରେ  ଉନ୍ନତି ଘଟିବ .. ଧଳା ଶିବ ଲିଙ୍ଗ ଯଦି ସ୍ୱପ୍ନରେ ଦେଖୁଛନ୍ତି ତେ ହା ବହୁତ ଶୁଭ ମନେକରାଯିଥାଏ।  ଏହାର ମାନେ ଭଗବାନ ଶିବଙ୍କ କୃପା ବହୁତ ଶୀଘ୍ର  ଆପଣଙ୍କ ୁପରେ ବଷର୍ଷିବାକୁ ଯାଉଛି। 
 ଅଧିକ ପଢନ୍ତୁ ଭାରତ ଖବର 

Post a Comment (0)
Previous Post Next Post