ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ

 

Delhi Chief Minister Arvind Kejriwal granted anticipatory bail

ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ । ଇଡି ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ବଡ ବେଞ୍ଚକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ । ୩ ଜଣିଆ ବେଞ୍ଚରେ ହେବ କେଜ୍ରିୱାଲଙ୍କ ମାମଲାର ଶୁଣାଣି । ବଡ ବେଞ୍ଚର ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ରହିବେ । 
 

ଅଧିକ ପଢନ୍ତୁ : କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

Post a Comment (0)
Previous Post Next Post