ନେପାଲରେ ବର୍ଷା ବିତ୍ପାତ, ୬୨ ମୃତ

 

At least 62 people were killed and 90 others sustained injuries in rain-related incidents across Nepal

ଅର୍ଗସ ବ୍ୟୁରୋ:  ନେପାଲରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବାରୁ ନେପାଳରେ ଲୋକଙ୍କର  ମୃତ୍ୟୁ ସଂଖ୍ୟା ବଢିଛି।  ପ୍ରବଳ ବର୍ଷା କାରଣରୁ ବନ୍ୟା, ଭୂସ୍ଖଳନ ଏବଂ ବଜ୍ରପାତ ବିପର୍ଯ୍ୟୟରେ 62 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନାନୁସାରେ, ୩ ଦିନ ଧରି  ବର୍ଷା ଜାରୀ ରହିଥିବାରୁ ନେପାଳର ବିଭିନ୍ଣ ଅଂଚଳରେ ଘର ଦ୍ବାର ବନ୍ୟା ଜଳରେ ଧୋଇ ହୋଇ ଜାଇଛି। ଏଥିସହ ବନ୍ୟା ଯୋଗୁଁ  ଅନେକ ନିଖୋଜ ଅଛନ୍ତି। ସେହିଭଳି ଭୂସ୍ଖଳନ ଯୋଗୁଁ 34 ଜଣ ପ୍ରାଣ ହରାଇଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Post a Comment (0)
Previous Post Next Post