ଭୁବନେଶ୍ୱର: ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଲେ ପୀତାମ୍ବର ଆଚାର୍ଯ୍ୟ । ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ହାଇକୋର୍ଟର ବରିଷ୍ଠ ଆିନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ ।

ଆହୁରି ପଢନ୍ତୁ ଓଡିଶା ଖବର...
