ପୁରୀ ନିମାପଡ଼ାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପଦଯାତ୍ରା

 ପୁରୀ: ପୁରୀ ନିମାପଡ଼ାରୁ ଐତିହ୍ୟ ପଦଯାତ୍ରା ଆରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମା ପୂର୍ଣ୍ଣେଶ୍ବରୀ ମନ୍ଦିରଠାରୁ କାକଟପୁର ମା’ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଐତିହ୍ୟ ପଦPraଯାତ୍ରା କରୁଛନ୍ତି ଉପମୁଖ୍ୟମନ୍ତ୍ରୀ।

ନିମାପଡାଠାରୁ କାକଟପୁର ପ୍ରାୟ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I  ବିଶ୍ବ ଐତିହ୍ୟ ଦିବସ ପୂର୍ବରୁ ଏହି ପଦଯାତ୍ରା ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ଐତିହ୍ୟସ୍ଥଳୀର ଚିହ୍ନଟ ଓ ବିକାଶରେ ସହାୟକ ହେବ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post